0 Comment
ଆଜି ବିଶ୍ବ ଚେସ୍ ଦିବସ । ୨୦ ଜୁଲାଇରେ ବିଶ୍ୱ ଚେସ୍ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଚେସ୍ ହେଉଛି ରଣନୀତି ଏବଂ ବୌଦ୍ଧିକ ଦକ୍ଷତାର ଏକ ଖେଳ ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟ। ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଉଛି। ଆସନ୍ତୁ ଜାଣିବା ବିଶ୍ୱ ଚେସ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ଏବଂ ଏହାର ମହତ୍ତ୍ୱ କ’ଣ... Read More