0 Comment
ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସୋମବାର (ଜାନୁଆରୀ ୩୦) ଟ୍ୱିଟରରେ ତାଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ବିଜୟ କହିଛନ୍ତି ଯେ ସେ ବର୍ତ୍ତମାନ ବିଦେଶୀ ଲିଗରେ ଭାଗ୍ୟ ପରୀକ୍ଷା କରିବେ। ବିଜୟ ଶେଷ ଥର ପାଇଁ ଡିସେମ୍ବର ୨୦୧୮ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଭାରତ ପାଇଁ ୬୧ଟି ଟେଷ୍ଟ, ୧୭ଟି ଦିନିକିଆ... Read More