ଭୁବନେଶ୍ୱର : ଜେଲରେ ପରୀକ୍ଷା ଦେବେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ୍ । ମଙ୍ଗଳବାର ଜେଲ୍ ମାନୁଆଲ ମୁତାବକ ସେ ପରୀକ୍ଷା ଦେବେ । ଏନେଇ ସୋମବାର ଅନୁମତି ଦେଇଥିଲେ କୋର୍ଟ । ଅର୍ଚ୍ଚନା ଆଇନ ପାଠ ପଢ଼ୁଥିବା ବେଳେ ଇନଟିଗ୍ରେଟେଡ଼ ଲ’ର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ । ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା । ଏଥିପାଇଁ ଜେଲ୍ ମାନୁଆଲ ଅନୁଯାୟୀ... Read More