ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସିବିଏସସି ଦଶମ ପରୀକ୍ଷାରେ ୯୭.୦୨ ପ୍ରତିଶତ ମାର୍କ ରଖି ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅର୍ପିତାଙ୍କ ବାପା ଡାବୁଗାଁ ବ୍ଲକରେ ଏବିଡିଓ ଭାବେ କାର୍ଯ୍ୟରତ ଥିବା ବେଳେ ମାଁ ସୁନୀତା ତ୍ରିପାଠୀ ଗୃହିଣୀ ଅଟନ୍ତି। ଏଣେ ତାଙ୍କର ସଫଳତା ପାଇଁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା ପାଇଁ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ବାପା ମା ଙ୍କୁ ଶ୍ରେୟ ଦେଇଛନ୍ତି ଅର୍ପିତା।
May 14, 2023
0 Comment
330 Views
ସିବିଏସସି ଦଶମ ପରୀକ୍ଷାରେ ଜିଲ୍ଲା ପାଇଁ ସଫଳତା ଆଣିଲେ ଅର୍ପିତା ତ୍ରିପାଠୀ
ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସିବିଏସସି ଦଶମ ପରୀକ୍ଷାରେ ୯୭.୦୨ ପ୍ରତିଶତ ମାର୍କ ରଖି ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅର୍ପିତାଙ୍କ ବାପା ଡାବୁଗାଁ ବ୍ଲକରେ ଏବିଡିଓ ଭାବେ କାର୍ଯ୍ୟରତ ଥିବା ବେଳେ ମାଁ ସୁନୀତା ତ୍ରିପାଠୀ ଗୃହିଣୀ ଅଟନ୍ତି। ଏଣେ ତାଙ୍କର ସଫଳତା ପାଇଁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା ପାଇଁ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ... Read More