କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ସଦର ମହକୁମା କେନ୍ଦୁଝର ଅଡିଟୋରିୟମ୍ ଠାରେ ତା ୦୫.୦୬, ୨୦ ୨୩ରିଖ ସୋମବାର ଦିନ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଯୁବ ସମାଜସେବୀ ସୁଦର୍ଶନ ସ୍ବାଇଁ ତଥା ଆଉ ୨ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ସହ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର ୬ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧ୍, ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତା, ବନ ସୁରକ୍ଷା ସମିତିର କର୍ମକର୍ତା, ମିଶନ ଶକ୍ତିର ମାଆମାନେ ଯୋଗଦେଇଥିଲେ ।
June 5, 2023
0 Comment
383 Views
ପ୍ରକୃତି ବନ୍ଧୁ ସଂମାନରେ ସଂମାନିତ ହେଲେ ସୁଦର୍ଶନ ସ୍ବାଇଁ
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ସଦର ମହକୁମା କେନ୍ଦୁଝର ଅଡିଟୋରିୟମ୍ ଠାରେ ତା ୦୫.୦୬, ୨୦ ୨୩ରିଖ ସୋମବାର ଦିନ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଯୁବ ସମାଜସେବୀ ସୁଦର୍ଶନ ସ୍ବାଇଁ ତଥା ଆଉ ୨ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ସହ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର ୬ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।... Read More