ଭୁବନେଶ୍ୱର : ଆଜି ହେଉଛି ଓଡ଼ିଶାର ସୁପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୀତ ଗୋବିନ୍ଦ ଆବୃତିର ତାଙ୍କ ସ୍ୱତନ୍ତ୍ର ଶୈଳୀ ସହ ଶାସ୍ତ୍ରୀୟ ସଙ୍ଗୀତ ଓଡ଼ିଶୀ ତଥା ପାରମ୍ପରିକ ସଙ୍ଗୀତ ଛାନ୍ଦ, ଚମ୍ପୁର ପ୍ରସାରରେ ବହୁମୂଲ୍ୟ ଅବଦାନ ପାଇଁ ରଘୁନାଥ ପାଣିଗ୍ରାହୀ ସମସ୍ତଙ୍କ ଚିର ଆଦର୍ଶ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

August 10, 2023
0 Comment
219 Views
ଜୟନ୍ତୀରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
by Web Editor