କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କ୍ରବ ଟାଇଫସ ରୋଗ । ଜିଲାରେ ଜୁନ ମାସ ରୁ ବର୍ତ୍ତମାନ ସୁଦ୍ଧା ୧୭୩୧ ଟି ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଗତ ମାସ ୮୭୭ ଟି ଟେଷ୍ଟ ରୁ ୩୩୪ ଟି ପଜେଟିଭ ସମସ୍ତ ଙ୍କ ଚିନ୍ତା ବଢାଇ ଦେଇଛି । ସେଥିରେ ମଧ୍ୟରୁ ଏଲିସା କିଟ ଟେଷ୍ଟ ରେ ୧୬୭ ଓ ରାପିଡି କିଟ ଟେଷ୍ଟ ରେ ୧୬୭ ରୋଗୀ ଚିହ୍ନଟ ହୋଇଛନ୍ତି । ଚଳିତ ମାସ ୧୪ ତାରିଖ ମଧ୍ୟ ରେ ୧୩୨ ଜଣ ଙ୍କ ଠାରେ ପଜେଟିଭ ବାହାରିଛି ଓ ସେମାନେ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ କେନ୍ଦ୍ର ରେ ଚିକିତ୍ସା ପରେ ସୁସ୍ଥ ହୋଇ କିଛି ଘରକୁ ଚାଲିଯାଇଥିବା ବେଳେ ଆଉ କିଛି ଚିକିତ୍ସିତ ହେଉଥିବା ଜିଲା ସ୍ୱାସ୍ଥ ଅଧିକାରୀ ଦେଲେ ସୂଚନା ଦେଇଛନ୍ତି । ଏହି ରୋଗ କୁ କେହି ଭୟବିତ ନହୋଇ ଲକ୍ଷଣ ଦେଖା ଦେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମାଗଣାରେ ପରିକ୍ଷା କରିବା ସହ ଔଷଧ ଖାଇବାକୁ କହିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟି ।
September 15, 2023
0 Comment
266 Views
କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କ୍ରବ ଟାଇଫସ ରୋଗ ।
କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କ୍ରବ ଟାଇଫସ ରୋଗ । ଜିଲାରେ ଜୁନ ମାସ ରୁ ବର୍ତ୍ତମାନ ସୁଦ୍ଧା ୧୭୩୧ ଟି ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଗତ ମାସ ୮୭୭ ଟି ଟେଷ୍ଟ ରୁ ୩୩୪ ଟି ପଜେଟିଭ ସମସ୍ତ ଙ୍କ ଚିନ୍ତା ବଢାଇ ଦେଇଛି । ସେଥିରେ ମଧ୍ୟରୁ ଏଲିସା କିଟ ଟେଷ୍ଟ ରେ ୧୬୭ ଓ ରାପିଡି କିଟ ଟେଷ୍ଟ ରେ ୧୬୭... Read More