0 Comment
କେନ୍ଦୁଝର, କେନ୍ଦୁଝର ବିଧାନସଭା ସଂରକ୍ଷିତ ଆସନ ପାଇଁ ସ୍ଵାଧିନ ବିଧାୟିକା ପ୍ରାର୍ଥୀନୀ ଭାବେ ସସ୍ମିତାରାଣୀ ସିଂ ସୋମବାର ଦିନ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥ ପତ୍ର ଦାଖଲ କରିଛନ୍ତି । ସୋମବାର ଦିନ ପ୍ରାୟ ୧୨ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର ସମର୍ଥକ ଙ୍କ ସହ ଏକ ବିରାଟ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସସ୍ମିତାରାଣୀ ସିଂ। କେନ୍ଦୁଝର ଜିଲ୍ଲାରେ ୫ମ ପର୍ଯ୍ୟାୟ ଅର୍ଥାତ ମେ ୨୫... Read More