0 Comment
ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ବିଭାଜିତ ରାୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ଯଥାର୍ଥ କି ନୁହେଁ ସେନେଇ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ଏକମତ ହୋଇପାରି ନାହାଁନ୍ତି । ଆରମ୍ଭରେ ଜଷ୍ଟିସ ଗୁପ୍ତା ଏହି କଥା ସ୍ପଷ୍ଟ କରିଥିଲେ। ହିଜାବ ମାମଲାରେ ଆମର ଭିନ୍ନ ମତ ରହିଛି ବୋଲି ଜଷ୍ଟିସ ଗୁପ୍ତା କହିଥିଲେ। ଏହା ସହ କର୍ଣ୍ଣାଟକ ହାଇକୋର୍ଟ ରାୟକୁ ସେ ସମର୍ଥନ... Read More