0 Comment
ଆଡିଲେଡ୍: ଆଇସିସି ଇଭେଣ୍ଟରୁ ପୁଣି ଥରେ ଖାଲି ହାତରେ ଫେରିବା ପରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଆସନ୍ତା ୨୪ ମାସ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରି ସିନିୟର ଖେଳାଳିମାନଙ୍କୁ ଧୀରେ ଧୀରେ ବିଦା କରାଯିବ ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି । ଏହି ଛୋଟ ଫର୍ମାଟରେ ଅଶ୍ୱିନ୍ ଏବଂ ଦୀନେଶ କାର୍ତ୍ତିକ ସମ୍ଭବତଃ ନିଜ ଶେଷ ମ୍ୟାଚ୍ ଖେଳି ସାରିଛନ୍ତି ।... Read More