0 Comment
ବ୍ରହ୍ମପୁର: ଚନ୍ଦ୍ରଗ୍ରହଣ ସମୟରେ ସାମୂହିକ ଭୋଜନ ଆୟୋଜନକୁ ନେଇ ବ୍ରହ୍ମପୁରରେ ହେତୁବାଦୀ ଓ ବିଭିନ୍ନ ଧାର୍ମିକ ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ସିଟି ହାଇସ୍କୁଲ ରୋଡରେ ସଚେତନତା ସଭା ଓ ସାମୂହିକ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ହେତୁବାଦୀ ସଂଗଠନ ଗଞ୍ଜାମ ଜିଲ୍ଲା ଶାଖା। ତେବେ ଚନ୍ଦ୍ରଗ୍ରହଣ ବେଳେ ସାଧାରଣରେ ପାକ ତ୍ୟାଗ ବିଧି ହିନ୍ଦୁ ଧର୍ମାବଲମ୍ବୀମାନେ ପାଳୁଥିବା ବେଳେ ତାହାର ବ୍ୟତିକ୍ରମ ଘଟାଇ ଲୋକଦେଖାଣିଆ ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପ୍ରଚାର... Read More