0 Comment
କଟକ : ସାଇବର ଠକଙ୍କ ହନିଟ୍ରାପର ଶୀକାର ହୋଇଛନ୍ତି ଜଣେ ଯୁବତୀ। ଯୁବତୀଙ୍କ ଠାରୁ ଠକି ନେଇଛନ୍ତି ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ଠକ ଜଣକ ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ଯୁବତୀଙ୍କ ସହ ବନ୍ଧୁତା କରିଥିଲା । ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟିଂ କରୁଥିଲା ସାଇବର ଠକ। ଇଞ୍ଜିନିୟର ବୋଲି ପରିଚୟ ଦେବା ସହ,... Read More