0 Comment
କେନ୍ଦୁଝର, ଜାତୀୟ ମାନବାଧିକାର କମିଶନ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲାପାଳଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ହେବା ପାଇଁ ଆଦେଶ କରିଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ନୂଆ ରମ୍ପାସ ଗ୍ରାମରେ ଜମି ବିବାଦକୁ ନେଇ ଦମ୍ପତିଙ୍କୁ କଙ୍ଗାରୁ କୋର୍ଟ କରି ଗାଳିଗୁଲଜ କରିବା ସହ ଗ୍ରାମରୁ ପଳାଇବା ପାଇଁ କହିଥିଲେ। ସେହିପରି ତାଙ୍କୁ ୧ ହଜାର ଟଙ୍କା ଜରିମାନା ଆଦେଶ କରି ଗାଁ ସାହିରୁ ବାହାର କରି ଦେଇଥିଲେ। କଙ୍ଗାରୁ କୋର୍ଟର ଏଭଳି ଆଦେଶ... Read More