0 Comment
ନୂଆଦିଲ୍ଲୀ: ଦେଶରେ କରୋନା ଜେଏନ୍.୧ ସବ୍ ଭାରିଆଣ୍ଟର ମାମଲା ୧୦୦୦ ଟପିଛି । ଏହି ଭାରିଆଣ୍ଟ୍ ରିପୋର୍ଟ ହୋଇଥିବା ୧୭ଟି ରାଜ୍ୟ ତାଲିକାରେ ଏବେ ଉତ୍ତର ପ୍ରଦେଶ ବି ସାମିଲ ହୋଇଛି । କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ସାର୍ସ କୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି)’ ଏହି ସୂଚନା ଦେଇଛି। ଆଇଏନ୍ଏସ୍ଏସିଓଜି ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ସର୍ବାଧିକ ୨୧୪ ଜେଏନ୍.୧ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭୦, କେରଳରେ ୧୫୪, ଆନ୍ଧ୍ରପ୍ରଦେଶରେ ୧୮୯, ଗୁଜରାଟରେ ୭୬ ଏବଂ ଗୋଆରେ... Read More