କେନ୍ଦୁଝର, କେନ୍ଦୁଝର ବ୍ଲକ୍ ଅନ୍ତର୍ଗତ ସର୍ବ ପୁରାତନ ଶିବ ମନ୍ଦିର ହୁଣ୍ଡିରୁ ରବିବାର ରାତିରେ ଲୁଟ ହୋଇଛି । ସୋମବାର ସକାଳେ ଲୁଟ୍ ସମ୍ପର୍କରେ ସୂଚନା ମିଳିଥିଲା । ଏହି ହୁଣ୍ଡିରେ ଲକ୍ଷାଧିକ ଦାନ ଅର୍ଥ ରହିଥିବା ଅଭିଯୋଗ ହୋଇଛି । ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଲୁଟେରାମାନେ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି । ଶେଷଥର ପାଇଁ ୨୦୨୧ ମସିହାରେ ହୁଣ୍ଡି ଗଣତି କରାଯାଇଥିଲା । ସେହି ସମୟରେ ୮୦ହଜାର ଟଙ୍କା ଦାନ ବାବଦରେ ଗ୍ରହଣ କରାଯାଇଥିଲା। ଆସନ୍ତା ଫେବୃଆରୀ ମାସରେ ହୁଣ୍ଡି ଗଣତି ହୋଇଥାନ୍ତି । ଚୋରି ସମ୍ପର୍କରେ ପୁଲିସ ଛାନଭିନ୍ କରୁଥିଲେ ମଧ୍ୟ ଲୁଟେରାଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି ।
July 24, 2023
0 Comment
177 Views
ବୋଦାପଳସା ଶିବ ମନ୍ଦିର ହୁଣ୍ଡିରୁ ଲୁଟ୍
କେନ୍ଦୁଝର, କେନ୍ଦୁଝର ବ୍ଲକ୍ ଅନ୍ତର୍ଗତ ସର୍ବ ପୁରାତନ ଶିବ ମନ୍ଦିର ହୁଣ୍ଡିରୁ ରବିବାର ରାତିରେ ଲୁଟ ହୋଇଛି । ସୋମବାର ସକାଳେ ଲୁଟ୍ ସମ୍ପର୍କରେ ସୂଚନା ମିଳିଥିଲା । ଏହି ହୁଣ୍ଡିରେ ଲକ୍ଷାଧିକ ଦାନ ଅର୍ଥ ରହିଥିବା ଅଭିଯୋଗ ହୋଇଛି । ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଲୁଟେରାମାନେ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି । ଶେଷଥର ପାଇଁ ୨୦୨୧ ମସିହାରେ ହୁଣ୍ଡି ଗଣତି କରାଯାଇଥିଲା... Read More