0 Comment
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ରର ନିଷେଧାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଫେବୃଆରୀ ୬ରେ ଏହି ମାମଲାର ଶୁଣାଣି କରିବେ । ବିବିସି ଡକ୍ୟୁମେଣ୍ଟାରୀ ସହ ଲିଙ୍କ୍ ଥିବା ଟୁଇଟ୍ ହଟାଇବା ବିରୋଧରେ ସାମ୍ବାଦିକ ଏନ୍ ରାମ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ କିଛି ବୁଦ୍ଧିଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଏନ୍ ରାମ ଏବଂ ପ୍ରଶାନ୍ତ ଭୂଷଣଙ୍କ ତରଫରୁ ହାଜର ହୋଇ ବରିଷ୍ଠ... Read More