0 Comment
ନୂଆଦିଲ୍ଲୀ : ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି ଟିମରେ ୨ଜଣ ପୁଲିସ, ୨ଜଣ ସିବିଆଇ ଅଧିକାରୀ ଓ ଏଫଏସଏସଏଆଇର ଜଣେ ସଦସ୍ୟ ରହିବେ। ଏହାସହିତ ସୁପ୍ରିମକୋର୍ଟ କହିଛନ୍ତି ଏସଆଇଟିର ତଦନ୍ତ ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ। ସୂଚନା ଅନୁସାରେ ଆନ୍ଧ୍ର ସରକାରଙ୍କ ଗଠିତ ଏସଆଇଟି ତଦନ୍ତକୁ... Read More