0 Comment
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଏ | କିନ୍ତୁ ଭାରତରେ ଏହି ଦିନକୁ ‘ଗୋ ଆଲିଙ୍ଗନ ଦିବସ (କାଓ ହଗ୍ ଡେ) ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ) ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ଫେବୃଆରୀ ୧୪ରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ କରିବାକୁ ଅପିଲ କରିଛି । ଏକ ରିପୋର୍ଟ... Read More