0 Comment
ନୂଆଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କମିବା ନେଇ ପୂର୍ବାନୁମାନ କରିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) । ବିଶ୍ୱ ଅର୍ଥନୀତି ମୁଦ୍ରାସ୍ଫୀତିର ପିକ୍ ଅତିକ୍ରମ କରିସାରିଛି। ତେବେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଟିକେ ଧିମେଇ ଯାଇପାରେ ବୋଲି ଆଇଏମ୍ଏଫ୍ ଆକଳନ କରିଛି । ଆଇଏମ୍ଏଫ୍ ଏହାର ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ରେ କହିଛି ଯେ, “ଭାରତରେ ଅଭିବୃଦ୍ଧି ଚଳିତ ବର୍ଷ ସାମାନ୍ୟ କମ୍ ରହିବ। ଏହି ବର୍ଷ ଏହି ହାର... Read More