0 Comment
ଚଣ୍ଡିଗଡ଼: କୃଷକ ନେତା ଓ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ନେଇ ସରକାରଙ୍କ ତରଫରୁ କୃଷକଙ୍କୁ ଏକ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏମଏସପି ଦରରେ ସରକାର କୃଷକମାନଙ୍କ ଠାରୁ ଡାଲି, କପା ଭଳି ମୁଖ୍ୟ ଶସ୍ୟ କିଣିବା ପାଇଁ ଚାଷୀଙ୍କ... Read More