0 Comment
ନୂଆଦିଲ୍ଲୀ : ମାଟିରେ ମିଶିଲା ଦେଶର ଉଚ୍ଚତମ ଅଟ୍ଟାଳିକା । ଧୂଆଁମୟ ହେଲା ନୋଏଡା । ଦୀର୍ଘ ନଅ ବର୍ଷର ଲଢେଇ ପରେ ନୋଏଡାର ସେକ୍ଟର ୯୩ଏରେ ଅବସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାର୍ ବିଲ୍ଡିଂ ‘ୱାଟରଫଲ୍ ଇମ୍ପ୍ଲୋସନ୍’ କୌଶଳ ବ୍ୟବହାର କରି ୯ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଆବର୍ଜନାରେ ପରିଣତ ହୋଇଛି । ଏକ ନାଟକୀୟ ବିସ୍ଫୋରଣ ପରେ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଧୂଆଁର ଏକ ବିରାଟ ମେଘ ବିସ୍ତାର ହୋଇଥିବାରୁ ଯାଆଁଳା ଟାୱାର... Read More