0 Comment
ନୂଆଦିଲ୍ଲୀ : ଏଥର ରଜଧାନୀ ଦିଲ୍ଲୀରେ ଫୁଟିବନି ବାଣ। ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍ ଲାଗିଇଲେ ଦିଲ୍ଳୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବ ବର୍ଷ ଭଳି ଏଥର ବି ଦିଲ୍ଳୀରେ ବାଣ ଫୁଟିବନି। ଦୀପାବଳିରେ ବାଣ ଫୁଟାଇବା ପରେ ଲାଗିଛି କଟକଣା। ରାଜଧାନୀ ଦିଲ୍ଲୀ ଏନ୍ସିଆର୍ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା ହୋଇଛି। ୨୦୨୫ ଜାନୁଆରୀ ୧ ଯାଏ... Read More