0 Comment
ବାଲେଶ୍ୱର : ସ୍ଥାନୀୟ ଷ୍ଟେସନ୍ କ୍ଲବ ପରିସରରେ ୨୮,୨୯ ଏବଂ ୩୦ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୱାଓର ୧୩ତମ ସଂସ୍କରଣ ବୁଧବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଝାଡ଼େଶ୍ୱର ଗ୍ରୁପ୍ ଅଫ୍ ଇନିଷ୍ଟିଚ୍ୟୁସନର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ନାୟକ, ସାଇ ଅନନ୍ତ ଅଟୋ ମୋବାଇଲସ୍ର ନିର୍ଦ୍ଦେଶକ ତଥା ଆଜିକାଲି ଇ-ପେପରର ମୁଖ୍ୟ ସମ୍ପାଦକ ଦିବ୍ୟଜ୍ୟୋତି ମହାନ୍ତି, ୱାଓର ଚେୟାରମ୍ୟାନ ଅସିତ୍ କୁମାର ଦାସ, ଭାଇସ୍ଚେୟାରମ୍ୟାନ ନିର୍ସିତ୍ କୁମାର ବାରିକ, ଷ୍ଟେସନ... Read More