0 Comment
କେନ୍ଦୁଝର, କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ ଶୁକ୍ରବାର ଅପ୍ରାହ୍ନରେ ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍ଏମ ମେଡିକାଲ କଲେଜର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶୁକ୍ରବାର ସକାଳେ ମେଡିକାଲର ସର୍ଜରୀ ଓ୍ବାର୍ଡରେ ନିଜ କାର୍ଯ୍ୟ ଶେଷ କରି ହଷ୍ଟେଲ ରୁମରେ ବିଶ୍ରାମ ନେଇଥିଲେ। ଦୀର୍ଘ ସମୟ ଧରି କବାଟ ନ... Read More