0 Comment
କେନ୍ଦୁଝର, ୨୭ା୪ (ବ୍ରଜକିଶୋର ରାୟ) ଦୀର୍ଘ ଦିନ ପରେ ବିଜେପି ଆଜି ଚମ୍ପୁଆ ଓ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଦୁଇ ସିଟ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛି । ଭାଜପା ଦଳ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଡକ୍ଟର ମୂରଲୀ ଶର୍ମାଙ୍କ ଉପରେ ପୁଣି ଥରେ ଭରସା ରଖି ପ୍ରାର୍ଥୀ ଘୋଷଣା କରିଛି । ମୂରଲୀ ପୂର୍ବରୁ ନିର୍ବାଚନ ଲଢିଥିବା ବେଳେ ୨୦୧୯... Read More