0 Comment
ନୂଆଦିଲ୍ଲୀ: ଆଜି ବିଶ୍ବ ଶାକାହାରୀ ଦିବସ । ପ୍ରତିବର୍ଷ ଅକ୍ଟୋବର ୧ରେ ଏହି ଦିବସ ପାଳନ କରାଯାଏ। ଶାକାହାରୀ ଖାଦ୍ୟର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ୧୯୭୭ରେ ନର୍ଥ ଆମେରିକାନ ଭେଜିଟେରିୟାନ ସୋସାଇଟି ତରଫରୁ ପ୍ରଥମଥର ପାଇଁ ଏହାକୁ ପାଳନ କରାଯାଇଥିଲା। ସେବେ ଠାରୁ ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ ହେଉଛି। ଶାକାହାରୀ ଖାଦ୍ୟର ମନୁଷ୍ୟ ଶରୀର ଉପରେ ବେଶ୍ ସୁପ୍ରଭାବ ରହିଥିବା ବେଳେ... Read More