0 Comment
ନୂଆଦିଲ୍ଲୀ: ଜେଡିୟୁର ବିଦ୍ରୋହୀ ନେତା ଉପେନ୍ଦ୍ର କୁଶୱାହାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦିଆଯାଇଛି। ନିକଟରେ ନୀତୀଶ କୁମାରଙ୍କ ଠାରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱା ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ନାମରେ ଏକ ନୂଆ ଦଳ ଗଠନ କରିଥିଲେ। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ କୁଶୱାହାଙ୍କୁ ସୁରକ୍ଷା ଦେଇଛି। ଏହାପୂର୍ବରୁ ବିକାଶଶୀଳ ଇନସାନ୍ ପାର୍ଟି ସୁପ୍ରିମୋ ମୁକେଶ ସାହନିଙ୍କୁ ମଧ୍ୟ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦିଆଯାଇଥିଲା। ‘ଓ୍ବାଇ ପ୍ଲସ୍’ ସୁରକ୍ଷା... Read More