0 Comment
ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଲିଥିୟମ ମିଳିଛି । ଭାରତୀୟ ଭୂ-ସର୍ବେକ୍ଷଣ (ଜିଏସ୍ଆଇ) ସଂସ୍ଥା ପ୍ରଥମ ଥର ଦିଲ୍ଲୀରୁ ୬୫୦ କିଲୋମିଟର ଉତ୍ତରରେ ଜମ୍ମୁ କାଶ୍ମୀରର ରେସି ଜିଲାର ସାଲାଲ-ହାଇମାନା ଅଞ୍ଚଳରେ ୫.୯ ନିୟୁତ ଟନ୍ ଲିଥିୟମ୍ ଭଣ୍ଡାର ଠାବ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଲିଥିୟମ ଏବଂ ସୁନା ସହ ୫୧ଟି ଖଣି ବ୍ଲକ ରାଜ୍ୟ ସରକାର ମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ୫୧ଟି ଖଣିଜ ବ୍ଲକ ମଧ୍ୟରୁ ୫ଟି ବ୍ଲକ୍ ସୁନା ସହ... Read More