0 Comment
ସିମଲା: ହିମାଚଳ ପ୍ରଦେଶ ସୋଲନ ଜିଲାରେ ମୃଦୁ ଭୂମିକମ୍ପ ଝଟକା । ମଙ୍ଗଳବାର ସକାଳେ ଭୂମିକମ୍ପରେ ହୋଦଲିଲା ଘରଦ୍ବାରା ଓ ବିଲ୍ଡିଂ । ରିକ୍ଟରସ୍କେଲରେ ଏହାର ତୀବ୍ରତା ୨.୭୦ ରେକର୍ଡ଼ କରାଯାଇଛି । ଜାତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୋଲନ ଜିଲା ସିଲା ରହିଛି । ଏହାର ତୀବ୍ରତା ୨.୭୦ ରେକର୍ଡ କରାଯାଇଥିବା ବେଳେ ଭୂ-ପୃଷ୍ଠରେ କେନ୍ଦ୍ରସ୍ଥଳୀ ୫କିଲୋମିଟର ଗଭୀରତାରେ ରହିଛି । ମଙ୍ଗଳବାର ଭୋର ୫ଟା ୩୩ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା... Read More