0 Comment
ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ସୋମବାର ଭାରତୀୟ ଟଙ୍କା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଛି । ଆଉ ୩୫ ପଇସା ହ୍ରାସ ଘଟି ଭାରତୀୟ ମୁଦ୍ରା ଏବେ ଡଲାର ତୁଳନାରେ ୮୦.୧୫ ଟଙ୍କାରେ ପହଞ୍ଚିଛି । ବିଦେଶରେ ଆମେରିକୀୟ ମୁଦ୍ରା ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଏହି ହ୍ରାସ ଘଟିଛି। ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୦.୧୦ ରେ ଖୋଲିଥିଲା। ପରେ ଏହା ପୂର୍ବ ତୁଳନାରେ ୩୧... Read More