0 Comment
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମେଡିକାଲ ଚେକ୍ଅପ୍ ପାଇଁ ଶୀଘ୍ର ବିଦେଶ ଯିବେ । ସୋନିଆଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀ ମଧ୍ୟ ଯିବେ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ତେବେ ସୋନିଆ କେବେ ବିଦେଶ ଯିବେ ସେ ସ୍ପଷ୍ଟ କରି ନାହାଁନ୍ତି। ରମେଶ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ସେପ୍ଟେମ୍ବର ୪ରେ ରାମଲୀଲା ମୈଦାନରେ କଂଗ୍ରେସର ‘ମହଙ୍ଗାଇ ପର୍ ହଲ୍ଲା ବୋଲ’ ରାଲିରେ... Read More