0 Comment
ବାଲେଶ୍ୱର : କୀଟନାଶକ ପିଇ ନବଦମ୍ପତିଙ୍କ ଆତ୍ମହତ୍ୟା । ବିବାହକୁ ମାତ୍ର ୨ ମାସ । ଆର୍ଥିକ ଅନଟନ ସାଜିଲା କାଳ । ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲା ସଦର ଥାନାର ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗ୍ରାମରେ ଘଟିଛି । ସୂଚନା ଯେ, ମଧୁପୁରା ଗ୍ରାମର ବିଭୂତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ରାଜମିସ୍ତ୍ରୀ ଭାବରେ କାମ କରନ୍ତି । ଫେସବୁକ ଯୋଗେ କେନ୍ଦୁଝର ଆନନ୍ଦପୁରର ବେବିରାଣୀ ଜେନାଙ୍କ ସହ ତାଙ୍କର ପ୍ରେମ ହୋଇଥିଲା... Read More