0 Comment
ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ୨୦୨୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ଦୋଷୀକୁ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ରେଙ୍ଗାଲି ଥାନାଞ୍ଚଳରେ ପୀଡିତା ନାବାଳିକା (୧୪) ତା ମା’ ଓ ବାପାଙ୍କ ସହିତ ରହୁଥିଲା । ତାଙ୍କର ଘର ନିକଟରେ ଅନୁଗୁଳ ଜିଲା ମୂଳ ନିବାସୀ ଅଭିଯୁକ୍ତ ପାପୁନ ବେହେରା ଏକ ଭଡା ଘରେ ରହୁଥିଲା... Read More