0 Comment
କେନ୍ଦୁଝର, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବ୍ଲକ/ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ନାମ ଅନୁମୋଦନ କରିଛନ୍ତି । ଏହି କମିଟିରେ ଉପସଭାପତି ଭାବରେ ପ୍ରଶାନ୍ତ କୁମାର ସ୍ୱାଇଁ, ନିକୁଞ୍ଜ ବିହାରି ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ସୁରଥ ଚନ୍ଦ୍ର ସାହୁ, ଗୌରହରି ନାୟକ, ବସନ୍ତ କୁମାର ଦାସ ଓ... Read More