0 Comment
ଭୁବନେଶ୍ୱର : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ୧୫ ଡିଗ୍ରୀ ତଳେ ଟ୍ବିନ ସିଟି ପାରଦ ରହିଛି। ଭୁବନେଶ୍ବରରେ ୧୫, କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ଦିନ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର... Read More