0 Comment
ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ଯେପରି ପ୍ରାଞ୍ଜଳ ଓଡ଼ିଆ କହିପାରିବେ ଏବଂ ନିର୍ଭୁଲ ଓଡ଼ିଆ ପଢ଼ିପାରିବେ ସେ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓକାକ ସହଯୋଗରେ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏଥିପାଇଁ ଓଡ଼ିଶା ପରିବାର କାର୍ଯ୍ୟ କରୁଛି। ବିଶେଷକରି ଆସନ୍ତା ଜାନୁଆରୀରୁ ପ୍ରବାସୀ ଭାରତୀୟ ଉତ୍ସବ ହେବାକୁ ଥିବାବେଳେ ସ୍ବତନ୍ତ୍ର ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଓଡ଼ିଆ ଆପ୍ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।... Read More