0 Comment
କଟକ: ଆସନ୍ତାକାଲି କଟକରେ ରୋଡ୍ ସୋ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସି ବଜାର ଦେଇ ହେବ ରୋଡ୍ ସୋ। ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ରୋଡ୍ ସୋ। ଅପରାହ୍ନ ୪ଟାରୁ ରୋଡ ସୋ ଆରମ୍ଭ ହେବା ନେଇ କଟକ ନଗର ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି... Read More