0 Comment
ଭୁବନେଶ୍ୱର : ଓଡ଼ିଶା ଗ୍ରାମୀଣ ଗୃହ ବିକାଶ ନିଗମ (ଓଆରଏଚଡିସି) ଦୁର୍ନୀତିର ଆଉ ଏକ ମାମଲାରେ ରାୟ ଆସିଛି । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଓଆରଏଚଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କ ସମେତ ପୂର୍ଡତଧ ସିଏସ୍ ସ୍ବସ୍ତିରଂଜନ ମହାପାତ୍ର, ରିକଭରି ଆସିଷ୍ଟାଣ୍ଟ ଉମେଶ ସ୍ୱାଇଁ, ମ୍ୟାନେଜିଂ ପାର୍ଟନର ରଶ୍ମି ପଟ୍ଟନାୟକ ଓ ରତନ ସାହୁଙ୍କୁ ୩... Read More