0 Comment
ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଅଭାବନୀୟ ଘଟଣା I ସାମାନ୍ୟ ମୋବାଇଲ ପାଇଁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ । ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଥିବା ଜଣାପଡିଛି। ସୂଚନା ଯେ, କେସେରକେଲା ଗାଁର ଗଣେଶ୍ୱର ସୁନା ଗତ ୨୦୧୭ ମସିହାରେ ଛତିଶଗଡ଼ର ବିଲାସପୁରର ଇଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ଗତ ଶନିବାର ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଈଶ୍ୱରୀ ସ୍ୱାମୀ... Read More