0 Comment
ଭୁବନେଶ୍ୱର : ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । କିନ୍ତୁ ଓଡ଼ିଆ ଭାଷା ପ୍ରତି ଦରଦ ନାହିଁ । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ଓଡ଼ିଆ ଭାଷାଭାଷୀ ଏହାକୁ ନେଇ ଉତ୍ସବ ପାଳନ ବି କଲେ । ସେବେଠୁ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଭାଷା ଦିବସ ଭାବେ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ହେଲେ, ଓଡ଼ିଆ ଭାଷା ପାଇଁ ଏମିତି ଦରଦ... Read More