February 20, 2023 0 Comment ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ, ସରିଲା ନିର୍ବନ୍ଧସମ୍ବଲପୁର : ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡ଼ିଶାର ଦୁଇ ଜିଲ୍ଲା ପାଳ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ହେବ । ଗତକାଲି ସମ୍ବଲପୁରରେ ଉଭୟଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି । ଉଭୟଙ୍କର ଏହା ହେବ ଦ୍ୱିତୀୟ ବିବାହ। ରାଜ୍ୟ
February 20, 2023 0 Comment ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଡିଜିପି ସୁନୀଲ ବଂଶଲ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବଜେଟ୍ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୦ ଅତିରିକ୍ତ ଡିସିପି,୧୩ ଆଇଇସି ମୁତୟନ ହେବେ । ୮୫ ଜଣ ଅଫିସର, ୨୦୦ କନଷ୍ଟେବଳ ମଧ୍ୟ ଅଧିବେଶନ କାଳରେ... Read More ରାଜ୍ୟ
February 20, 2023 0 Comment ଟ୍ରକ୍ ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକନୂଆପଡ଼ା: ନୂଆପଡ଼ା ଜିଲା ସାନମହେଶ୍ବର ଗାଁ ନିକଟ ୩୫୩ ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ନାବାଳିକାଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ମୃତକ ନାବାଳିକା ଜଣଙ୍କ ହେଲେ ସାନମହେଶ୍ବର ଗାଁର ହର ସୁନାନୀଙ୍କ ୫ ବର୍ଷର ଝିଅ ଡିମ୍ପଲ ସୁନାନୀ । ସୂଚନା ଯେ, ଖଡିଆଳ ସହର ପଟୁ ରାୟପୁର ଅଭିମୁଖେ ଏକ ଦ୍ରୁତଗାମୀ ଟ୍ରକ ଯାଉଥିଲା । ଏହି... Read More ରାଜ୍ୟ
February 20, 2023 0 Comment ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତଭୁବନେଶ୍ୱର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ସ୍ୱାଇଁଙ୍କୁ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ତିନି ବର୍ଷ ଏହି ପଦବୀରେ ରହିବେ ।ଅଧ୍ୟାପନାରେ ପ୍ରଫେସର ସ୍ୱାଇଁଙ୍କ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ରାଜ୍ୟ
February 20, 2023 0 Comment ବିଧାନସଭା ବଜେଟ ଅଧିବେଶନ: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଦର୍ଶକ ଗ୍ୟାଲେରୀ, ପ୍ରେସ ଗ୍ୟାଲେରୀକୁ ଯିବେ ସାମ୍ବାଦିକଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏଥର ଅଧିବେଶନରେ ବିଧାନସଭାର ସାଧାରଣ ଲୋକଙ୍କ ପାଇଁ ଦର୍ଶକ ଗ୍ୟାଲେରୀ ଖୋଲା ରହିବ । ସାମ୍ବାଦିକମାନେ ପ୍ରେସ ଗ୍ୟାଲେରୀକୁ ଯିବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ବାଚସ୍ପତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଏହି ଅଧିବେଶନରେ... Read More ରାଜ୍ୟ
February 20, 2023 0 Comment ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର : ଉଦଘାଟିତ ହୋଇଛି ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩’। ଭୁବନେଶ୍ବର ୟୁନିଟ୍-୧ ଆଦିବାସୀ ପଡ଼ିଆରେ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇବା ସହ ଷ୍ଟଲ୍ ବୁଲି ଦେଖିଛନ୍ତି । ମେଳା ୧୫ ଦିନ ଧରି ଚାଲିବ । ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତ କରାଯାଇଛି ।... Read More ରାଜ୍ୟ
February 20, 2023 0 Comment ରାଜ୍ୟରେ ପ୍ରଥମ, ୫-ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭର୍ଚୁଆଲ ରିଆଲିଟି ଲ୍ୟାବଫୁଲବାଣୀ: ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି। ତେବେ କନ୍ଧମାଳ ଜିଲାରେ ଏହି ପରିପ୍ରେକ୍ଷୀରେ ସାମାନ୍ୟ ଭିନ୍ନ ତଥା ନିଆରା କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭର୍ଚୁଆଲ ରିଆଲିଟୀ ଲ୍ୟାବ । ଯାହାକି ରାଜ୍ୟରେ ପ୍ରଥମ। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଲ୍ୟାବକୁ ଉଦ୍ଘାଟନ କରିବା ସହିତ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏହି ଅଭିନବ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି। ଏପରି... Read More ରାଜ୍ୟ
February 20, 2023 0 Comment ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନଭୁବନେଶ୍ୱର : ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଉଦ୍ଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍ଘାଟନ କରିବେ। ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯିବ। ଏଥର ପ୍ରଦର୍ଶନୀରେ ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ସାମଗ୍ରୀ... Read More ରାଜ୍ୟ
February 19, 2023 0 Comment ପ୍ରତିଶ୍ରୁତି ଦେଇଥିଲି ଆସିଲି : ମୁଖ୍ୟମନ୍ତ୍ରୀବରଗଡ଼ : ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦ୍ଵିତୀୟ ସଭା ପାଇକମାଲରେ ଉଦବୋଧନ ଦେଇ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହ ଅନେକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସଭାରେ ଜୟ ପ୍ରଭୁ ନୃସିଂହନାଥଙ୍କ ଠାରୁ ଆରମ୍ଭ କରିଥିଲେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ... Read More ରାଜ୍ୟ
February 19, 2023 0 Comment ବିକାଶ ଦେଖିବ ପାଇକମାଲ : ମୁଖ୍ୟମନ୍ତ୍ରୀବରଗଡ଼ : ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦ୍ଵିତୀୟ ସଭା ପାଇକମାଲ ବ୍ଳକରେ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଧାରାକୁ ଆଗେଇ ନେବାକୁ ବିଜେଡି ସବୁବେଳେ ସଂକଳ୍ପବଦ୍ଧ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଆମେ ସବୁବେଳେ କାମରେ ବିଶ୍ବାସ କରୁ କଥାରେ ନୁହେଁ । ତେଣୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ନିଶ୍ଚୟ ହେବ ଓ ଆମେ ତାକୁ ପାଳନ କରିବୁ ବୋଲି କହିଥିଲେ । ସଭାରେ କେବଳ... Read More ରାଜ୍ୟ