February 2, 2023 0 Comment ଓଡ଼ିଶା ଅଗ୍ନିଶମ ସେବାର ନୂଆ ନାମ ‘ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା’ଭୁବନେଶ୍ୱର : ଓଡ଼ିଶା ଅଗ୍ନିଶମ ସେବାର ନାମ ବଦଳିଛି । ଏହାର ନୂଆ ନାମ ରଖାଯାଇଛି। ନୂଆ ନାମ ହେଲା – ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା । ନୂଆ ନାମ ନେଇ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ
February 2, 2023 0 Comment ମୁକ୍ତା ଯୋଜନାକୁ ଆନ୍ତର୍ଜାତିକ ସ୍ୱୀକୃତି, ନ୍ୟୁୟର୍କରେ ଡବ୍ଲୁଆରଆଇ ରୋସ ସେଣ୍ଟର ପୁରସ୍କାରଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ (ଡବ୍ୟୁଆରଆଇ), ସହରଗୁଡିକ ପାଇଁ ରସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି । ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ... Read More ଦେଶବିଦେଶ, ରାଜ୍ୟ
February 1, 2023 0 Comment ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବେ ଗୋପାଳ ଦାସଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ । ଅଧିକ ପଚରାଉଚୁରା କରିବା ପାଇଁ ଗୋପାଳକୁ ରିମାଣ୍ଡରେ ନିଆଯିବ । ତେବେ ଏହା ସହିତ ଝାରସୁଗୁଡା ବଡମାଳ ଥାନାରେ ଏବେ କ୍ରାଇମବ୍ରାଞ୍ଚ ସହ ଫରେନ୍ସିକ ଟିମ ମଧ୍ୟ ପହଞ୍ଚିଛନ୍ତି । ସେଠାରେ ମନ୍ତ୍ରୀଙ୍କ ଗାଡିର ଯାଞ୍ଚ କରାଯାଉଛି । ଗତ ମଙ୍ଗଳବାର ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ମାମଲାରେ ଗୋପାଳଙ୍କ ବଡ ଭାଇକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା... Read More ରାଜ୍ୟ
February 1, 2023 0 Comment ହାତୀ ଆକ୍ରମଣରେ ବୃଦ୍ଧ ମୃତ, କାଠ ସଂଗ୍ରହ ଲାଗି ଜଙ୍ଗଲକୁ ଯାଇଥିଲେଅନୁଗୁଳ : ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ବୁଧବାର ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସିଧେଶ୍ୱର ସେଠୀ ବୋଲି ଜଣାପଡିଛି । ଅନୁଗୁଳ ବସଲା ଗାଁରେ ଘଟିଛି ଘଟଣା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖବର ବୁଝାସୁଝା କରିଛନ୍ତି। ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତ ବସଲା ଗ୍ରାମର ସିଦ୍ଧେଶ୍ୱର ସେଠୀ( ଆଲ୍ଲା)ଙ୍କର ହାତୀ... Read More ରାଜ୍ୟ
February 1, 2023 0 Comment ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥଭୁବନେଶ୍ବର : ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ । ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଅଛନ୍ତି । ଗତ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ଓଲିଉଡ଼ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ,... Read More ରାଜ୍ୟ
February 1, 2023 0 Comment ଆଜିଠୁ ଜନତା ମଇଦାନରେ ଆରମ୍ଭ ହେବ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି।... Read More ରାଜ୍ୟ
February 1, 2023 0 Comment ଆଜି ଠାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା, ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀଭୁବନେଶ୍ୱର: ଆଜି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ପ୍ରସ୍ତୁତି ଚୂଡାନ୍ତ କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର, ଉତର ଖାତା ସହ ଟାଇମ୍ ଟେବୁଲ ପଠାଯାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି । ବୁଧବାର ୯ଟା ୩୦ରୁ ଛାତ୍ରଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ ୧୦ ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ... Read More ରାଜ୍ୟ
February 1, 2023 0 Comment ଯାତ୍ରୀବାହୀ ବସକୁ ଧକ୍କା ଦେଇ ଓଲଟିଲା ଟ୍ରକସମ୍ବଲପୁର : ବସକୁ ଧକ୍କା ଦେଲା ଟ୍ରକ । ନାଇଟ କୋଚ୍ ଯାତ୍ରୀବାହୀ ବସ୍ ଶ୍ରୀରାମକୁ ଧକ୍କା ଦେଇ ଓଲଟି ପଡିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ସମସ୍ତ ଯାତ୍ରୀ। ବରଗଡ଼ରୁ ବୁର୍ଲା ଅଭିମୁଖେ ଆସୁଥିବା ବେଳେ ଗୋଳଗୁଣ୍ଡା ଓଭର ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜ୍ୟ
February 1, 2023 0 Comment ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ପ୍ରୟାସ, ୧୯୩୦ ନମ୍ବର କଲ୍ କରି ଜଣାଇ ହେବ ଅଭିଯୋଗଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ... Read More ରାଜ୍ୟ
January 31, 2023 0 Comment ରାଜ୍ୟର ୪ଟି ନୂଆ ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଭୁବନେଶ୍ବର : ରାଜ୍ୟର ୪ଟି ନୂଆ ବିମାନ ବନ୍ଦରରେ ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି। ଉଡାନ ଯୋଜନା ଅଧୀନରେ ଚାରିଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏହି ବିମାନ ବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡା, ଉତକେଲା, ରାଉରକେଲା ଏବଂ ଜୟପୁର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ ୯ ଜଣ ଲେଖାଏଁ... Read More ରାଜ୍ୟ