0 Comment
ଭୁବନେଶ୍ବର : ରାଜ୍ୟରେ ଶୀତ ଗାଏବ ହୋଇଯାଇଥିବା ବେଳେ ରାତି ତାପମାତ୍ରାରେ ଅସ୍ବାଭାବିକ ବୃଦ୍ଧି ହେଉଛି । ଗ୍ରୀଷ୍ମଋତୁ ପରି ରାତିରେ ଗରମ ଅନୁଭୂତ ହେଉଛି। ସାଧାରଣତଃ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହୋଇଥାଏ, କିନ୍ତୁ ଏ ବର୍ଷ ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବାହ କରୁଥିବାରୁ କୁହୁଡି ପଡିବା ସହ ସର୍ବନିମ୍ନ ତାପମାତ୍ରା ବଢୁଛି। ସେହିପରି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଅଧିକ ରହୁଥିବାବେଳେ ଆଭ୍ୟନ୍ତରୀଣ... Read More