0 Comment
ରାଉରକେଲା : ପାଖେଇ ଆସୁଛି ବିଶ୍ୱକପ ହକି ପ୍ରତିଯୋଗିତା। ଭୁବନେଶ୍ୱର ଓ ରାଉରକେଲାରେ ମିଳିତ ଭାବେ ଆୟୋଜିତ ହେବ ବିଶ୍ୱକପ୍ ହକି । ହକି ବିଶ୍ୱକପ ପାଇଁ ରାଉରକେଲାରେ ନିର୍ମାଣ ହେଉଛି ଭାରତର ସର୍ବବୃହତ ଷ୍ଟାଡିୟମ। ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ପ୍ରସ୍ତୁତିର ସମୀକ୍ଷା ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଯିବେ... Read More