0 Comment
ଭୁବନେଶ୍ବର : ନୂତନ କବାଟ ଲାଗିବାକୁ ଥିବାରୁ ଆଜିଠୁ ୭ଦିନ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର । ଗୁରୁବାର ଅପରାହ୍ନଠାରୁ ଭକ୍ତ ଓ ସେବାୟତମାନେ ଉତ୍ତର ଦ୍ବାର ମଧ୍ୟ ଦେଇ ଯିବା ଆସିବା କରିବେ। ଏଥିପାଇଁ ଏଏସ୍ଆଇ ପକ୍ଷରୁ ମନ୍ଦିର ଉତ୍ତର ଦ୍ବାର ପଟେ ବ୍ୟାରିକେଡ୍ କରାଯିବା ସହ, ଇଲେକ୍ଟ୍ରି ଲାଇଟ୍ ଲଗାଇବା, ମରାମତି ଓ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଅପରାହ୍ନ ସୁଦ୍ଧା ଏହି କାମ ସରିବା ପରେ ଉତ୍ତର ପଟେ ଯିବା ଆସିବା... Read More