0 Comment
ଚଣ୍ଡିଖୋଲ : ଯାଜପୁର ଜିଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଚଢେଇଧରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଯେ, ଯାଜପୁର ଜିଲା କବାଟବନ୍ଧ ଗାଁର ରମେଶ ମହାପାତ୍ର ଓ ତାଙ୍କ ଭଉଣୀ ସ୍ନେହଲତା ମହାପାତ୍ର ଚଣ୍ଡିଖୋଲରୁ ନିଜ... Read More