0 Comment
କଟକ : ବୈଧ କାଗଜପତ୍ର ବିନା ଚାଲୁଥିବା ଗାଡ଼ିକୁ ଇ-ଡିଟେକ୍ସନ ଦ୍ବାରା ଧରାଯିବ। ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଗାଡିକୁ ଧରିବାକୁ ଳ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ କଟାଯିବ। ୨୦୨୩ ଜାନୁଆରୀ ପହିଲାରୁ ଜାତୀୟ ରାଜପଥରେ ଇ-ଡିଟେକସନ ଲାଗୁ କରିବାକୁ ବିଭାଗ ଯୋଜନା କରିଛି। ପରିବହନ ବିଭାଗର ନିୟମ ଅନୁସାରେ ଏକ ଯାନ ସର୍ବସାଧାରଣ ରାସ୍ତାରେ ଯିବା ପାଇଁ... Read More