0 Comment
ଭୁବନେଶ୍ୱର : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। ଏନେଇ ଗାଁଠୁ ନେଇ ସହର ଚାରିଆଡେ ଉତ୍ସବମୁଖର । କୁମାରୀ ମାନଙ୍କର ଏହା ହେଉଛି ଏକ ବଡ ପର୍ବ । କୁହାଯାଏ ଭଲ ବରଟିଏ ପାଇବା ପାଇଁ କୁମାରୀ ମାନେ ଏହି ଓଷା କରିଥାନ୍ତି । କୁମାରୀ... Read More