0 Comment
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ପୁଅ ଶ୍ରୀୟଶ ଲଲିତଙ୍କୁ ଉତ୍ତର ପ୍ରଦେଶ ସରକାର ନିଜ ଓକିଲ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗୀ ସରକାରଙ୍କ ପକ୍ଷରୁ ସେ ଏବେ ସୁପ୍ରିମକୋର୍ଟରେ ମାମଲା ଲଢ଼ିବେ । ଶ୍ରୀୟଶଙ୍କ ବ୍ୟତୀତ ଯୋଗୀ ସରକାର ସୁପ୍ରିମକୋର୍ଟରେ ଆଉ ୩ ଜଣ ସରକାରୀ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ବଡ଼ କଥା ହେଉଛି ଶ୍ରୀୟଶଙ୍କର ପତ୍ନୀ ରବୀନା ମଧ୍ୟ ପେସାରେ... Read More