0 Comment
ଭୁବନେଶ୍ୱର : ଅକ୍ଟୋବର ୧୬ ତାରିଖରେ ଓଡିଶା ସିଭିଲ ସର୍ଭିସ-୨୦୨୧ର ପ୍ରିଲିମିନାରୀ ପରୀକ୍ଷା ହେବ । ଏହି ଦିନ ୨ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ଦିନ ୧୨ଟା ଯାଏଁ ଜେନେରାଲ ଷ୍ଟଡିଜ ପେପର-୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ । ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କ ପାଇଁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ । ରାଜ୍ୟର ୫ଟି ଜୋନରେ ପରୀକ୍ଷା ନେଇ ଓଡିଶା ଲୋକସେବା... Read More